ଅଟକି ଗଲା ମୌସୁମୀ, ଜୁଲାଇ ୭ ପରେ ପୁଣି ସକ୍ରିୟ ହେବ : ଆଇଏମଡି ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ : ଗତ ପ୍ରାୟ ୨ ସପ୍ତାହ ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ଏକ ପ୍ରକାର ନିଷ୍କ୍ରିୟ ହୋଇଯାଇଛି। ଫଳରେ ଜୁନ ମାସ ଆରମ୍ଭରୁ ୩ୟ ସପ୍ତାହ ପର୍ୟ୍ୟନ୍ତ ଦେଶର ଅଧିକାଂଶ ଭାଗରେ ଭଲ ବର୍ଷା ହୋଇଥିବାବେଳେ ମାସ ଶେଷ ବେଳକୁ ବର୍ଷା ନିଅଣ୍ଟ ଦେଖାଦେଇଛି। ଉଭୟ ଭାରତୀୟ ପାଣିପାଗ ବିଭାଗ ଓ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ରିପୋର୍ଟ ଅନୁସାରେ ଜୁନ ୧୯ରୁ ମୌସୁମୀ ଅଟକି ଯାଇଛି। ଫଳରେ ଦିଲ୍ଲୀ, … Continue reading ଅଟକି ଗଲା ମୌସୁମୀ, ଜୁଲାଇ ୭ ପରେ ପୁଣି ସକ୍ରିୟ ହେବ : ଆଇଏମଡି ମହାନିର୍ଦ୍ଦେଶକ